ଅଢ଼େଇ ବ‌ର୍ଷ ପରେ ଆଜି ବାରବାଟୀ ଲଢ଼େଇ : ଭାରତ ବନାମ ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି ଏହି ମ୍ୟାଚ୍‌ ପୂର୍ବରୁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ଦ୍ବିତୀୟ ଟ୍ବେଣ୍ଟି-୨୦କୁ ନେଇ ବାରବାଟୀ ବାହାରେ ସୁରକ୍ଷା ବ୍ୟବସ୍ଥା ଯେତିକି କଡ଼ା, ଭିତରେ ପିଚ୍‌କୁ ନେଇ ସେତିକି ଦ୍ବନ୍ଦ୍ବ। ଦୁଇ … Continue reading ଅଢ଼େଇ ବ‌ର୍ଷ ପରେ ଆଜି ବାରବାଟୀ ଲଢ଼େଇ : ଭାରତ ବନାମ ଦକ୍ଷିଣ ଆଫ୍ରିକା